ସାହିତ୍ୟ ବିନା ସମାଜ ନିର୍ଜନ,ନିରାଶ୍ରୟା ସାହିତ୍ୟ ହେଉଛି ଦର୍ପଣ ଏବଂ ସମାଜ ତା’ର ପ୍ରତିଫଳନ
ବାଣୀ ବୈଖରୀ ବାର୍ଷିକ ଉତ୍ସବ ୨୦୨୫
ଓଡ଼ଗାଁ,୧୯।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ସଭାଗୃହରେ ସାହିତ୍ୟ ସଂସ୍କୃତି ଓ ଅସ୍ମିତାର ପରିଭାଷା ବାଣୀ ବୈଖରୀ ଅନୁଷ୍ଠାନର ଦ୍ବିତୀୟ ବାର୍ଷିକ ଉତ୍ସବ -୨୦୨୫ ରବିବାର ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମର…