ଶିଳ୍ପ ପାଇଁ ଜମି ଚିହ୍ନଟ:ଗ୍ରାମବାସୀଙ୍କ ପ୍ରତିବାଦ, ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

ଖୋର୍ଦ୍ଧା ରୁ ( ସେକ ଜାଫର ):  ରାଜ୍ୟ ସରକାର ପକ୍ଷରୁ ବିଭିନ୍ନ କମ୍ପାନୀଙ୍କୁ ଶହ ଶହ ଏକର ଚାଷଜମି ପ୍ରଦାନ ପାଇଁ ମସୁଧା ଚାଲିଥିବା ବିଷୟରେ ଗାଁ ଲୋକେ ପ୍ରତିବାଦର ମୁଡ଼ରେ ଅଛନ୍ତି। ଗାଁ ଭିଟାମାଟି ଓ ଜୀବିକା ସହିତ ଜଡିତ ଲୋକଙ୍କ ମତାମତ ନ ନେଇ ଜମି ଚିହ୍ନଟ ହେଉଥିବାରୁ ଖୋର୍ଦ୍ଧା ଜିଲ୍ଲା…

ନୂଆପଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନେଲେ ନିର୍ବାଚନ ଖର୍ଚ୍ଚ ସମୀକ୍ଷା ବୈଠକ

ନୂଆପଡା,(ଉପେନ୍ଦ୍ର ହରିଜନ):ନୂଆପଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅତୁଲ୍ ପାଣ୍ଡେ, ଭାରତିୟ ରାଜସ୍ଵ ସେବା, ନିର୍ବାଚନ ଖର୍ଚ୍ଚ ତଦାରଖ ବୈଠକରେ ଯୋଗଦେଲେ l ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା…

ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତଲାସୀ ଅଭିଯାନ

ନୂଆପଡା,(ଉପେନ୍ଦ୍ର ହରିଜନ): ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତଲାସୀ ଅଭିଯାନ ଜୋର୍ ହୋଇଛି l ବିଭାଗୀୟ ଅଧିକାରୀ ଯାଞ୍ଚ କରି ୨୯୫ ହାତ ରନ୍ଧା ମଦ,୨୫ଲି ବାହାର ଭାଟି ମଦ ଏବଂ ୭୯୫୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୪ଲକ୍ଷ ୬୨ ହଜାର ଟଙ୍କା ହେବ l…

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ବନାଞ୍ଚଳ ନିକଟସ୍ଥ ଆମ୍ବଡୋଳି ଗ୍ରାମର ଜଣେ ମହିଳା ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଆମ୍ବଡୋଳି ଗ୍ରାମର ପଙ୍କଜ ବିଷୋୟୀ (୫୨)…

ମହଙ୍ଗା ପଡ଼ିଲା ନିଶାଖାଇ ଉତ୍ପାତ ଘଟଣା, ଏଏସ୍‌ଆଇ ଓ କନେଷ୍ଟବଳ ନିଲମ୍ବିତ

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ସଦରଥାନା ନିକଟରେ ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ପ୍ରଭାସ ଶବର ଏବଂ କନେଷ୍ଟବଳ ପ୍ରସନ୍ନ ପ୍ରଧାନ ନିଶା ଖାଇ ଉତ୍ପାତ ହେବା କାରଣରୁ ନିଲମ୍ବିତ ହୋଇଛନ୍ତି । ନିଶାଶକ୍ତ ଅବସ୍ଥାରେ ସାଧାରଣ ଲୋକଙ୍କୁ ଅଶ୍ଲିଳ ଗାଳି ଗୁଲଜ କରିବା, ନିଶାଶକ୍ତ ଅବସ୍ଥାରେ…

ଦକ୍ଷିଣ କାଳୀ ମନ୍ଦିରରେ କାଳୀ ପୂଜା : ଆସନ୍ତାକାଲି ଯୁଗାର ଯାତ୍ରା

ପଦ୍ମପୁର:- ସ୍ଥାନୀୟ ଦକ୍ଷିଣ କାଳୀ ମନ୍ଦିର ରେ କାଳୀପୂଜା ଅନୁଷ୍ଠିତ ହୋଇଯାଇଛି। ଗତକାଲି କଳସ ଶୋଭାଯାତ୍ରା ପରେ ଆଜି ଚଣ୍ଡି ହୋମ, କାକରା ଭୋଗ ଓ ୧୦୮ଦୀପ ଦାନ କରାଯାଇଥିଲା । ପଣ୍ଡିତ ଟିକୁ ନାୟକ ପୂଜାର୍ଚ୍ଚନା କରିଥିବା ବେଳେ ହିମାଂଶୁ ଶେଖର ଯୋଶୀ ସପତ୍ନିକ କର୍ତ୍ତା ଦାୟୀତ୍ବ ବହନ…

କଳସ ଯାତ୍ରା ରୁ ଆରମ୍ଭ ମାଁ ଦକ୍ଷିଣ କାଳୀ ଙ୍କ ପୂଜା

ପଦ୍ମପୁର:- ଖଦି ମଣ୍ଡଳ ସ୍ଥିତ ମାଁ ଦକ୍ଷିଣ କାଳୀ ମନ୍ଦିର ଠାରୁ କର୍ତ୍ତା ୟଶୋଦେବ ଭୁଏ ଓ ତାଙ୍କ ସହଧର୍ମିଣୀ ସୁପ୍ରଭା ଭୁଏ ଙ୍କ ସମେତ ପଦ୍ମପୁର ମାଁ କାଳୀ ଙ୍କ ଶତାଧିକ ଭକ୍ତ ବୃନ୍ଦ , ପଣ୍ଡିତ ମୃତ୍ୟୁଞ୍ଜୟ ହୋତା ଙ୍କ ମହାମନ୍ତ୍ର ଉଚ୍ଚାରଣ ସହ ଶଙ୍ଖ,ଘଣ୍ଟ, ହୁଳହୁଳି, କଳଙ୍ଗୀ ବାଜା,ଗଣ୍ଡା…

ସାଇବର ସୁରକ୍ଷା ଅଭିଯାନ

ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ଆଜି ମାଲକାନଗିରି ଜିଲ୍ଲା ଏମ ଭି ୭୯ ଥାନା ପ୍ରାଙ୍ଗଣରେ ପୋଲିସ ବିଭାଗ ପକ୍ଷରୁ “ସାଇବର ସୁରକ୍ଷା ଅଭିଯାନ” ଆୟୋଜିତ କରାଯାଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଧିକାରୀମାନେ ଓ ସାଧାରଣ ଲୋକ ଯୋଗଦେଇଥିଲେ। ଏମ ଭି ୭୯ ଥାନା ଅଧିକାରୀ IIC ଶ୍ରୀ ଚନ୍ଦ୍ରକାନ୍ତ…

୬୬ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡ଼ା ଜିଲ୍ଲାର ଜଜାଙ୍ଗ ରିଜର୍ଭ ପୋଲିସ ପଡିଆଠାରେ ଆଜି ଗମ୍ଭୀର ପରିବେଶରେ ୬୬ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କୋଟାରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶହୀଦ ସ୍ମାରକୀରେ…

ସୋଆରେ ଆଇଇଇଇର ଷ୍ଟୁଡେଂଟ ବ୍ରାଂଚ ଓ କମ୍ପ୍ୟୁଟର ସୋସାଇଟି ଷ୍ଟୁଡେଂଟ ବ୍ରାଂଚ ଚାପ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର ୨୧/୧୦: ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃତିଗତ, ବୈଷୟିକ ଏବଂ ଗବେଷଣାତ୍ମକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ)ର ଷ୍ଟୁଡେଂଟ ବ୍ରାଂଚ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ…