ଏଲ୍ଇଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସାଇବର ସୁରକ୍ଷା ସମ୍ପର୍କିତ ସଚେତନ ବାର୍ତ୍ତା ଶୁଣିଲେ ଛାତ୍ରଛାତ୍ରୀ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଦିନକୁ ଦିନ ବଢ଼ି ଚାଲିଛି ସାଇବର ଠକେଇ I ଗତ ଦୁଇ ବର୍ଷ ଧରି ପାଖାପାଖି ଷାଠିଏ ହଜାର ସାଇବର ଠକେଇ ସମ୍ପର୍କିତ ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ କିଛି ମାମଲା ସମାଧାନ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବହୁ ମାମଲା ବିଚାରାଧୀନ ରହିଛି I ତେବେ ସାଇବର୍…