କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ

ଛଠ୍ ଏବଂ ସନାତନ ସଂସ୍କୃତିକୁ ଅପମାନିତ କରିଛି କଂଗ୍ରେସ - ଧର୍ମେନ୍ଦ୍ର ପ୍ରଧାନ • ଛଠ୍ ପର୍ବ ଏବଂ ପ୍ରଧାନମନ୍ତ୍ରୀଙ୍କୁ ନେଇ ଦେଇଥିବା ଅପମାନଜନକ ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀ ସର୍ବସାଧାରଣରେ କ୍ଷମା ମାଗନ୍ତୁ• ନିଜର ସାମନ୍ତବାଦୀ ଚିନ୍ତାଧାରା ଏବଂ ଆସନ୍ନ ପରାଜୟର ଭୟରେ ରାହୁଲ ଏଭଳି…

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ‘ସୋଫଲ୍ ମାଳା’ର ଚତୁର୍ଥ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ୱର, ଅକ୍ଟୋବର ୨୯ : ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ନେଇ ବିବିଧ ପ୍ରସଙ୍ଗରେ ଆୟୋଜିତ ଶିକ୍ଷା ଓ ଅନୁସନ୍ଧାନ ପାକ୍ଷିକ ଶୈକ୍ଷିକ ବକ୍ତୃତାମାଳା ସୋଆ ଫର୍ଟନାଇଟଲି ଏକାଡେମିକ ଲେକ୍‌ଚର ସିରିଜ (ସୋଫଲ୍‌)ର ଚତୁର୍ଥ ସଂସ୍କରଣ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର)…

ଓଡିଶା ରାଜ୍ୟ ଅଡିଟ୍ ପରାମର୍ଶଦାତା ବୋର୍ଡ (SAAB) ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଓଡ଼ିଶାର ପ୍ରଧାନ କାର୍ଯ୍ୟାଳୟରେ ଅଡିଟ-1 ସମ୍ମିଳନୀ କକ୍ଷଠାରେ ଓଡିଶା ରାଜ୍ୟ ଅଡିଟ୍ ପରାମର୍ଶଦାତା ବୋର୍ଡ (SAAB) ବୈଠକ  ଅନୁଷ୍ଠିତ ହୋଇଯାଇଅଛି । ପ୍ରଧାନ ମହାଲେଖାକାର ଅଡିଟ-1 ସୁବୁ. ଆର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାର୍ବଜନୀନ ଆର୍ଥିକ…

ଭଂଜପୁର ଜଗଦ୍ଧାତ୍ରୀ ମେଳା ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

ବାରିପଦା - ତା :- ୨୯/୧୦/୨୦୨୫ ରିଖ ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା - ୨୦୨୫ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚି ଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି ନଗରପାଳ କୃଷ୍ଣIନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି I ମା ଜଗଦ୍ଧାତ୍ରୀଙ୍କ ୭୩…

ମୁଣ୍ଡାରୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦାବି: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଦାବୀ ପୂରଣ ନହେଲେ ବ୍ୟାପକ ଆନ୍ଦୋଳନ କରାଯିବ ବାରିପଦା ତା 29/10: ମୁଣ୍ଡାରୀ ଜନଜାତିର ଲୋକଙ୍କର ଦୀର୍ଘ ବର୍ଷର ଦାବୀ ଏବଂ ପ୍ରତିଶୃତି ସତ୍ୱେ କେନ୍ଦ୍ର ସରକାର ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚିରେ ସାମିଲ କରିବା ପାଇଁ କୌଣସି ଠୋସ ପଦକ୍ଷେପ ନନେବା ଦୁଃଖ ଏବଂ ପରିତାପର ବିଷୟ.…

କଲଭଟ ନିର୍ମାଣକୁ ନେଇ ଅନିୟମିତତା ଅଭିଯୋଗ, କୌଣସି ଅନିୟମିତତା ହୋଇନାହିଁ, ସହକାରୀ ଯନ୍ତ୍ରୀ

  ଓଡ଼ଗାଁ,୨୯।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୋରପିଠା ଠାରୁ କୁଶଢିପି ପୂର୍ତ୍ତ ବିଭାଗ ରାସ୍ତାରେ ଥିବା ପୁରୁଣା କଲଭଟ ଗୁଡ଼ିକୁ ମରାମତି କରି ନୂଆ କଲଭଟ ନିର୍ମାଣ ହେଉଥିବା ଦର୍ଶାଉଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିବା ବେଳେ ବିଭାଗୀୟ ସହକାରୀ…

ବର୍ଷା ଏବଂ ମିନତିଙ୍କୁ ସ୍ବର୍ଣ୍ଣ ପଦକ, ସ୍କୋଏ ମାର୍ସଲାର୍ଟ ଚମ୍ପିୟାନ ସିପ୍ -୨୦୨୫ ରେ ସଫଳତା,

  ଓଡ଼ଗାଁ,୨୯।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ବର୍ଷା ଏବଂ ନନ୍ଦିଘୋରର ମିନତୀଙ୍କୁ ଝାରସୁଗୁଡ଼ା ଠାରେ ଆୟୋଜିତ ସ୍କୋଏ ମାର୍ସଲାର୍ଟ (ଯୁଦ୍ଧ କଳା) ଚମ୍ପିୟାନସିପ୍- ୨୦୨୫ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ବର୍ଣ୍ଣ ପଦକ ବିଜେତା ହେବା ସହିତ ଉଭୟ ପ୍ରତିଯୋଗି ଜାତୀୟ…

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର(RSETI)ର ଜିଲ୍ଲାସ୍ତରୀୟ ବୈଠକ

ନୟାଗଡ଼ :– ଆଜି ମଧ୍ୟାହ୍ନ ଘ.୧୨.୩୦ମି. ସମୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନୟାଗଡ଼ର ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ(RSETI )ର ୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ-ତ୍ରୟମାସିକ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି…

ସାଇବର୍ ରଥକୁ ସ୍ୱାଗତ ଓ ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ସାରା ରାଜ୍ୟରେ ଅକ୍ଟୋବର ଅଠର ତାରିଖରୁ ଆସନ୍ତା ନଭେମ୍ବର ସତର ତାରିଖ ପର୍ଯ୍ୟନ୍ତ ସାଇବର୍ ନିରାପତ୍ତା ମାସ ଭାବେ ପାଳନ କରାଯାଉଥିବା ବେଳେ ଆଜି ବେଲଗୁଣ୍ଠା ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସାଇବର୍ ସଚେତନତା କାର୍ଯ୍ୟକ୍ରମ…

ଦବୁଛି ପଥର ବନ୍ଧ, ବିପଦରେ ପେଣ୍ଠ ଗାଁ ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ପେଣ୍ଠ ସମୁଦ୍ର ବେଳାଭୂମି ନିକଟରେ ହୋଇଥିବା ପଥର ବନ୍ଧ ଏବେ ସମୁଦ୍ରର ତାଣ୍ଡବ ତଳେ ଦବିଯାଇଛି। ସମୁଦ୍ର ତୀବ୍ର ଢେଉ ଓ ଜୁଆର ଚାପରେ ଡାହାଣ ପଟ ଓ ବାମପଟ ଦୁହିଁ ଅଞ୍ଚଳରେ ପଥର ବନ୍ଧ ଭାଙ୍ଗିବା…