ବିଦାୟ ନେଲେ ମାଆ ଶ୍ୟାମାକାଳୀ ; ବାଜା ବାଣରେ ଦୁଲୁକିଲା ଗୋବରା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ମାଆ ଶ୍ୟାମାକାଳୀଙ୍କୁ ଭାବ ବିହ୍ୱଳ ବିଦାୟ ଦେଇଛନ୍ତି ଗୋବରା ବାସୀ I ଗତ ୧୮ ତାରିଖ ଠାରୁ ଗୋବରା ଶ୍ରୀ କପିଳେଶ୍ଵର ଯୁବକ ସଂଘ ଦ୍ୱାରା ଆୟୋଜିତ ମାଆ ଶ୍ୟାମାକାଳୀ ପୂଜାର ଆଜି ବିସର୍ଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ମାଆ ଶ୍ୟାମାକାଳୀଙ୍କ ପୂଜା ଅବସରରେ ଗତ…

ପଞ୍ଚମ ମାସିକ କ୍ଳଷ୍ଟର୍ ସ୍ତରୀୟ ବୈଠକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ତତ୍ତ୍ୱାବଧାନରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍.ଏଲ୍.ଏନ୍ ଶିକ୍ଷକ…

ଛେଳି ଚରାଳିକୁ ବିଭତ୍ସ ହତ୍ୟା।

( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଗାଗନାପୁର ନିକଟସ୍ଥ ମୋରାବାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଉକ୍ତ ଗ୍ରାମର ବୁଲୁ ପାତ୍ର ନାମକ ଜଣେ ଛେଳି ଚରାଳିକୁ କାତି, ଖଣ୍ଡା ଓ ବର୍ଛା ସାହାଯ୍ୟରେ ଆକ୍ରମଣ କରି ୩ ଜଣ ଯୁବକ ଘଟଣାସ୍ଥଳରୁ…

ଜିନ୍ଦଲ ଫାଉଣ୍ଡେସନକୁ ଏକ୍ସିଡ୍ ସିଏସଆର ଆଓ୍ୱାର୍ଡ- ୨୦୨୫

ଭୁବନେଶ୍ୱର, ୨/୧୧: ଲୋକଭିମୁଖୀ ସମନ୍ୱିତ ସିଏସଆର ପ୍ରକଳ୍ପ ପାଇଁ ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନକୁ ଏକ୍ସିଡ୍ ସିଏସଆର ଆଓ୍ୱାର୍ଡ- ୨୦୨୫ରେ ସମ୍ମାନିତ କରାଯାଇଛି। ଅକ୍ଟୋବର ୩୧ରେ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପୂର୍ବତନ ଶାସନ ସଚିବ ତଥା…

ବେଦାନ୍ତ ଆଲୁମିନିୟମ ଝାରସୁଗୁଡା, ପ୍ରଗତିକୁ ଆଗେଇ ନେଉଥିବା ଜନ-ମୁଖ୍ୟ ସଂସ୍କୃତି ଗଠନ କରିଛି

ଭୁବନେଶ୍ୱର, ଅକ୍ଟୋବର ୩୧,୨୦୨୫: ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ, ଲୋକମାନେ ପ୍ରଗତିରେ କେନ୍ଦ୍ରବିନ୍ଦୁ, ନୂତନତ୍ୱ, କାର୍ଯ୍ୟଦକ୍ଷତା ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିକୁ ଆଗେଇ ନେଉଛନ୍ତି। କମ୍ପାନୀର ଲୋକ-ପ୍ରଥମେ ଦର୍ଶନ ଏହାର କାର୍ଯ୍ୟକ୍ଷମ ଉତ୍କର୍ଷତା ଏବଂ ଏହାର ସାମାଜିକ ପ୍ରଭାବକୁ…

ବାଲି ନେଇଯିବା ସନ୍ଦେହରେ ୨ ପରିବାର ମଧ୍ୟରେ ମାରପିଟ୍

ଜଣେ ଗୁରୁତ୍ତର ,୩ ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ ଓଡ଼ଗାଁ,୩୧।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ତଥା ଏନ୍ଏସି ଜାରିଙ୍ଗ ନୂଆ ସାହିର ବାଲି ନେବା ସନ୍ଦେହରେ ୨ ପରିବାର ମଧ୍ୟରେ ମାରପିଟ୍ ଘଟଣାରେ ଜଣେ ଗୁରୁତର ହୋଇପଡ଼ିବାରୁ ତାକୁ ପ୍ରଥମେ ଓଡ଼ଗାଁ…

ଓଡ଼ଗାଁ ଆଦର୍ଶ ଥାନାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଓଡ଼ଗାଁ,୩୧।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନାରେ ଶୁକ୍ରବାର ସକାଳ ୭ଟା ସମୟରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହୋଇଯାଇଛି । ଓଡ଼ଗାଁ ଆଦର୍ଶ ଥାନା ଦ୍ବାରା ଆୟୋଜିତ "ରନ୍ ଫର ୟୁନିଟ୍"…

ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ପୀଠରେ ଅଁଳାନବମୀ ପର୍ବ ପାଳିତ,

ମା'ସୀତାଙ୍କ ପାଦ ଦର୍ଶନ କଲେ ଶହଶ୍ରାଧିକ ଶ୍ରଦ୍ଧାଳୁ ଓଡ଼ଗାଁ,୩୧।୧୦(ଶ୍ରୀକାନ୍ତ କୁମାର ମିଶ୍ର): ପବିତ୍ର କାର୍ତିକମାସ ଶୁକ୍ଳ ନବମୀ ତିଥିରେ ଓଡଗାଁ ବିଜେ ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ପାରମ୍ପରିକ ଅଁଳାନବମୀ ନୀତି ଶୁକ୍ରବାର ପାଳିତ ହୋଇଯାଇଛି । ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟା ହୋଇ ଶୋଧନ…

ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପାଳିତ ହେଲା ଏକତା ରାଷ୍ଟ୍ରୀୟ ଦିବସ

- ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ "ଏକତା ଗଣ ଦୌଡ଼" କାର୍ଯ୍ୟକ୍ରମ ଅନୁଷ୍ଠିତ…

ଅବସରକାଳୀନ ସମ୍ବର୍ଦ୍ଧନା ସଭା

  ନୟାଗଡ଼(ବିଶ୍ୱଜିତ ନାୟକ) :- ତା. ୩୧.୧୦.୨୦୨୫ – ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟଳୟ, ନୟାଗଡ଼ରେ କାଯ୍ୟରତ ଶ୍ରୀ ଲୋକନାଥ ସାହୁ,ଭଣ୍ଡାର ଇକ୍ଷକ ଆଜି ତା.୩୧.୧୦.୨୦୨୫ରିଖରେ ଅବସର ନେଉଛନ୍ତି । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ତାଙ୍କୁ ସମ୍ବର୍କିତ…