ମାଲକାନଗିର, ତା ୨୭/୧୨: ଜନତାଙ୍କ ଧନଜୀବନ ସହ ପରିବେଶ ସୁରକ୍ଷା ଆମର ଦାୟିତ୍ଵ ବୋଲି ଚତୁର୍ଥ ସ୍ବତନ୍ତ୍ର ସୁରକ୍ଷା ବାହିନୀର ଡେପୁଟି କମାଣ୍ଡେଣ୍ଟ ଦେବେଶ ରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି। ଆମ ଦେଶ, ରାଜ୍ୟ ଓ ପ୍ରତ୍ୟେକ ଜିଲାର ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷା ଦାୟିତ୍ଵ ସରକାର ସୁରକ୍ଷା କର୍ମୀ ଯଥା ସିଆରପିଏଫ୍, କୋବ୍ରା, ବି.ଏସ୍.ଏଫ୍. ଚତୁର୍ଥ ସ୍ବତନ୍ତ୍ର ସୁରକ୍ଷା ବାହିନୀ ପୋଲିସ, ଗୃହରକ୍ଷୀଙ୍କ ଉପରେ ନ୍ୟସ୍ତ କରାଯାଇଛି | ଅଧୀନରେ ଧନଜୀବନ ଏବଂ ସୁରକ୍ଷା ଦାୟିତ୍ବ ତୁଲାଇବା ଏହି ବିଭାଗ କାର୍ଯ୍ୟ କରୁଥିବା ସମସ୍ତ ଯବାନଙ୍କ ମୁଖ୍ୟ ଦାୟିତ୍ଵ ବୋଲି ମାଲକାନଗିରି ଜିଲା ସଦର ମହକୁମା ଏମ୍.ଭି. ୩ ଗ୍ରାମ ନିକଟରେ ଆୟୋଜିତ ଚାରାରୋପଣ କାର୍ଯ୍ୟକ୍ରମରେ ଡେପୁଟି କମାଣ୍ଡେଣ୍ଟ ଡ୍ର ଣ୍ଟ ପ୍ରଧାନ କହିଛନ୍ତି I ଏବେ ଜଳବାୟ ପରିବର୍ତ୍ତନ ଯୋଗୁ ଅଦିନିଆ ବର୍ଷା, ବାତ୍ୟା, ଭୂକମ୍ପ, ବଜ୍ରପାତ, ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକରେ ବହୁ ଧନଜୀବନ ନଷ୍ଟ ହେଉଛି I ଏମ୍.ଭି. ୩ ଗ୍ରାମ ନିକଟ ନିକଟ ଚତୁର୍ଥ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ପରିସରରେ ବୃକ୍ଷରୋପଣ କରାଯାଉଛି I ସାହା ଚାରିଟେ ଚାରିଟେବୁଲ ଟ୍ରଷ୍ଟ ଅଧ୍ଯକ୍ଷ ଜୀବନ ବାବା ୨୦୨୧ରୁ ୦୨୧ରୁ ରାଜ୍ୟର ବିଭିନ୍ନ ସ୍ବତନ୍ତ୍ର ସୁରକ୍ଷା ବାହିନୀ ପରିସରରେ ପ୍ରତିବର୍ଷ ମୂଲ୍ୟବାନ ଚାରା ଯୋଗାଇ ଦେଇ ଯବାନଙ୍କ ଦ୍ବାରା ବୃକ୍ଷରୋପଣ କରୁଛନ୍ତି । ଏବେ ସୁଦ୍ଧା ୮ ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ କିସମର ଚାରା ରୋପଣ କରାଯାଇଛି ବୋଲି ଡେପୁଟି କମାଣ୍ଡେଣ୍ଟ ପ୍ରଧାନ କହିଛନ୍ତି। । କାର୍ଯ୍ୟକ୍ରମରେ ସହକାରୀ କମାଣ୍ଡେଣ୍ଟ ସୁରେଶ ଚନ୍ଦ୍ର ପାତ୍ର, ଆଇ.ଏନ୍.ଏସ୍. ନବୀନ କୁଜୁର, ଏସ୍.ଆଇ ରାକେଶ କୁମାର ପରିଜା, ଜା, ହାବିଲଦାର ସୋନୁ ରା ରାଉତ, ସମିର ପରିଡା, এ. ନାୟକ, ଏସ୍. ଇଶ୍ବାଳ ପ୍ରମୁଖ ୫୦୦ ରୁ ଊର୍ଦ୍ଧ ଚାରା ରୋପଣ କରିଛନ୍ତି । ଆଗାମୀ ୩ ବର୍ଷରେ । ଏହି ସ୍ମାମ୍ପ ପରିସରକୁ ବୃକ୍ଷରୋପଣ ମାଧ୍ଯମରେ ସମ୍ପୂର୍ଣ ସବୁଜ ଏବଂ ସୁନ୍ଦର କରି ସୁରକ୍ଷା ବାର୍ଭା ଦେବୁ ବୋଲି ପ୍ରଧାନ କହିଛନ୍ତି I
Sign in
Sign in
Recover your password.
A password will be e-mailed to you.