ରାଜ୍ୟ ପାଳଙ୍କୁ ଭେଟିଲେ ମାଳତୀ ନାହାକଙ୍କ ପୁରୁଷ ଶୁନ୍ୟ ପରିବାର
ପରିବାରର ୩ ଝିଅଙ୍କ ପାଠପଢା ପାଇଁ ରାଜ୍ୟପାଳଙ୍କ ଦ୍ବାରା ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସାହାଯ୍ୟ ପ୍ରଦାନ
ଓଡ଼ଗାଁ ୨୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ଚେମେଡି ଗ୍ରାମର ୧୭ ଦିନ ମଧ୍ୟରେ ବାପ ସହିତ ୨ ପୁତ୍ରଙ୍କ ମୃତ୍ୟୁ ଘଟଣାରେ ପୁରୁଷ…