ନବରଙ୍ଗପୁର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା – ୨୦୨୫
ନବରଙ୍ଗପୁର ତା ୭.୧୧.୨୦୨୫:ଅଶୋକ ସାହୁ, ନବରଂଗପୁର ଡି.ପି.ଆର.ସି. ପଡ଼ିଆଠାରେ ବ୍ଲକ୍ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଲୋକମାନଙ୍କୁ ସ୍ବାବଲମ୍ବୀ କରିବା ସହ ଅଧିକ ରୋଜଗାରକ୍ଷମ କରାଇବା ପାଇଁ ସରକାର ମତ୍ସ୍ୟ ଚାଷ ଓ ଗୋପାଳନକୁ ଅଧିକ ଗୁରୁତ୍ବ ଦେଉଛନ୍ତି।…