ପ୍ରଚାର ସମୟରେ ବିଜେପି ପ୍ରତି ଅଦ୍ଭୂତପୂର୍ବ ସମର୍ଥନ ଏବଂ ସକରାତ୍ମକ ବାତାବରଣ ଦେଖି ଆଚମ୍ବିତ : ଶ୍ରୀ ଅରୁଣ ସାହୁ
ଓଡିଶାରେ ବିଜେପିର ଡବଲ ଇଂଜିନ ସରକାର ପ୍ରତି ନୂଆପଡାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଛି ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ ବିପୁଳ ସଂଖ୍ୟାରେ ଭୋଟ ପାଇ ଜୟଲାଭ କରିବେ ରାଜନୀତିରେ ଅପଶବ୍ଦର ବ୍ୟବହାର ଓ ବ୍ୟକ୍ତିଗତ କଟାକ୍ଷ କରିବା ଅନୁଚିତ୍ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ…