ରାଉରକେଲାରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକୋତ୍ସବ ଓ ଆଲୋଚନା ଚକ୍ର-୨୦୨୫ ଅନୁଷ୍ଠିତ
ରାଉରକେଲା ,(ବସନ୍ତ କୁମାର ଜେନା): ଆଜି ଉଦିତନଗର ରାଉରକେଲା ମହାନଗର ନିଗମ ସଭାକକ୍ଷରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସମାଜ ଗଠନରେ ମୂଲ୍ଯବୋଧ ସାମ୍ବାଦିକତା ଆଲୋଚନା ଚକ୍ରକୁ ନେଇ ଅନୁଷ୍ଠିତ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର…