ନିଉ ଷ୍ଟିୱାର୍ଟ ସ୍କୁଲର ଶିକ୍ଷୟିତ୍ରୀ ଶ୍ରୀମତୀ ରୀନା ଦେବୀଙ୍କୁ ସମ୍ମାନଜନକ “ଶିକ୍ଷକ ରତ୍ନ ସମ୍ମାନ –…
ଭୁବନେଶ୍ବର, ନଭେମ୍ବର ୧୬, ୨୦୨୫ – କଟକ ସ୍ଥିତ ନିଉ ଷ୍ଟିୱାର୍ଟ ସ୍କୁଲର ଶିକ୍ଷୟିତ୍ରୀ ଶ୍ରୀମତୀ ରୀନା ଦେବୀଙ୍କୁ ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନଜନକ "ଶିକ୍ଷକ ରତ୍ନ ସମ୍ମାନ-୨୦୨୫" ପ୍ରଦାନ କରାଯାଇଛି ।
ଓଡ଼ିଶା ପ୍ରତିଭା ସମ୍ମାନ ପକ୍ଷରୁ ଆୟୋଜିତ ବାର୍ଷିକ…