୪ଟି ହାଇୱା ପାଉଁଶ ବୋଝେଇ ଗାଡ଼ି ଅଟକ : ୧ ଲକ୍ଷ ୬୦ ହଜାର ଜରିମାନା
ରାଜଗାଙ୍ଗପୁର,୧୦-୦୧-୨୬. କାରଖାନାର ବର୍ଜ୍ୟ ପାଉଁଶ ରାଜଗାଙ୍ଗପୁର ଓ କୁତ୍ରା ଅଞ୍ଚଳରେ ବେଆଇନ ଭାବେ ପକାଯାଉଥିଲା। ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲାଞ୍ଜିବେଣ୍ଡା ଠାରେ ପୁଲିସ୍ ୪ଟି ହାଇୱା ପାଉଁଶ ବୋଝେଇ ଗାଡ଼ିକୁ ଅଟକ ରଖିବା ସହ ୧ ଲକ୍ଷ ୬୦ ହଜାର ଜରିମାନା କରାଯାଇଥିବା ସୂଚନା ମିଳିଛି।…