ମନରେଗା ନାମ ପରିବର୍ତ୍ତନକୁ ନେଇ କଂଗ୍ରେସର ସାଙ୍କେତିକ ପ୍ରତିବାଦ
ପୁରୀ, ୧୧/୧ (ଅନିମେଶ ପଟ୍ଟନାୟକ): ଗତକାଲି ସାମ୍ବାଦିକ ସମ୍ମିଳନୀରେ ମନରେଗା ନାମ ପରିବର୍ତ୍ତନକୁ ବିରୋଧ ପରେ ରବିବାର ପୁଣି ବିରୋଧ ପ୍ରଦର୍ଶନ କରିଛି ଜିଲ୍ଲା କଂଗ୍ରେସ। ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ସ୍ଥାନୀୟ ଗାନ୍ଧୀ ଘାଟ ଠାରେ ଏକତ୍ରିତ ହୋଇ ମାହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ…