ଶ୍ରୀକୃଷ୍ଣ ଏକାଡେମୀଠାରେ ସାମୂହିକ ବନ୍ଦେ ମାତରଂ ଗାନ
ଜଗତସିଂହପୁର,ତା-୧୨.୦୧.୨୦୨୬/ସୁମନ୍ତ କୁମାର ଦାସ: ଶ୍ରୀକୃଷ୍ଣ ଏକାଡେମୀ,ଜଗତସିଂହପୁର ବିଦ୍ୟାଳୟ ପ୍ରାଙ୍ଗଣରେ ପୌରପରିଷଦ ଜଗତସିଂହପୁର ଓ ବିଦ୍ୟାଳୟର ମିଳିତ ସହଯୋଗରେ "ବନ୍ଦେ ମାତରଂ"ର ୧୫୦ ତମ ବାର୍ଷିକୀ ଅବସରରେ "ବନ୍ଦେ ମାତରଂ"ର ସାମୁହିକ ଗାନ ଓ ଜାତୀୟ ଯୁବ ଉତ୍ସବ ବିଦ୍ୟାଳୟର ଛାତ୍ର,…