ବର୍ଷା ହେଲେ ସାହିରେ ଆମ୍ବୁଲାନ୍ସ କି ଅଟୋ ପସିବା ଅସମ୍ଭବ, ପକ୍କା ରାସ୍ତା ନିର୍ମାଣ ପାଇଁ ସାହି ବାସିନ୍ଦାଙ୍କ ଦାବୀ
ଓଡ଼ଗାଁ,୨୫/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗୋତିସାହି ଗ୍ରାମପଞ୍ଚାୟତ ଅଧିନସ୍ଥ ଗୋତିସାହି ଗ୍ରାମର ବନ୍ଧସାହିକୁ ଦୈନ ଦିନର ଗମନାଗମନ ନିମନ୍ତେ ପକ୍କା ସଡ଼କ ନିର୍ମାଣ ପାଇଁ ଓଡ଼ଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ଭେଟି ସାହି ପ୍ରତିନିଧି ମାନେ…