ଓଡ଼ିଶା ସଚିବାଳୟ ଲେଖକ ପରିଷଦର ମାସିକ ସାରସ୍ୱତ ଆସରରେ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ ସୁକାନ୍ତ ସୁବୁଦ୍ଧିଙ୍କୁ…

ଭୁବନେଶ୍ୱର - ତା 28.11 : ଓଡ଼ିଶା ସଚିବାଳୟ ଲେଖକ ପରିଷଦର ନଭେମ୍ବର ମାସର ସ୍ୱାରସ୍ବତ ଆସର ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିକଟରେ ଇହଲୀଳା ସମ୍ବରଣ କରିଥିବା ପ୍ରଖ୍ୟାତ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ ପରିଷଦର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସଭାପତି…

ରାଜ୍ୟରେ ଧାନକିଣା ନେଇ ମନ୍ତ୍ରୀଙ୍କ ସମୀକ୍ଷା:ସମସ୍ତ ସହଯୋଗ ନେଇ ମିଲର୍ସ ଆସୋସିଏସନର ପ୍ରତିଶ୍ରୁତି

ଭୁବନେଶ୍ୱର- ତା.୨୯.୧୧.୨୦୨୫: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ନେଇ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ପଞ୍ଜିକୃତ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରିବା ସହ ସେମାନଙ୍କୁ ପ୍ରାପ୍ୟ ପ୍ରଦାନ ଉପରେ ମଧ୍ୟ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏତଦବ୍ୟତୀତ ମିଲର୍ସ…

ସ୍ୱତନ୍ତ୍ର ଗୋ-ସୁରକ୍ଷା ଆଇନ ଆଣିବାକୁ ସରକାର ବଦ୍ଧ ପରିକର: ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଗୋ-ମାତାର ସୁରକ୍ଷା ସହ ବେଆଇନ କଂସେଇ ଖାନା ବନ୍ଦ ନେଇ କଠୋର ଆଭିମୁଖ୍ୟ ଭୁବନେଶ୍ୱର, ୨୯. ୧୧. ୨୦୨୫- ରାଜ୍ୟ ସରକାର ଗୋ-ମାତା ର ସୁରକ୍ଷା ନେଇ କୌଣସି ପ୍ରକାର ସାଲିସ କରିପାରିବେ ନାହିଁ I ଏଥି ସହିତ ରାଜ୍ୟରେ ବେଆଇନ କଂସେଇ ଖାନା ଓ ଗୋଚାଲାଣକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କାରାଯିବ I ଏହାକୁ…

ତୃତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ

ଶବ୍ଦର ଯାଦୁକର ଜାଭେଦ ଅଖତର ପ୍ରଥମ ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ ଭୁବନେଶ୍ୱର, ନଭେମ୍ବର ୨୯: ସୋଆ ସାହିତ୍ୟ ଉତ୍ସବର ତୃତୀୟ ସଂସ୍କରଣ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କ ଦ୍ୱାରା ଶନିବାର ଉଦ୍‌ଘାଟିତ ହୋଇଯାଇଛି । ଏହି ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ କରିବା ଅବସରରେ…

ବିକଶିତ ଭାରତ ଯୁବ ନେତୃତ୍ବ ସଂକଳ୍ପ -୨୦୨୫ ଯୁବୋତ୍ସବ ଉଦଯାପିତ

https://youtu.be/vM32x6wE7E4  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବିକଶିତ ଭାରତ ଯୁବ ନେତୃତ୍ବ ସଂକଳ୍ପ -୨୦୨୫ ଦିନ ଧରି ଅନୁଷ୍ଠିତ ଯୁବୋତ୍ସବ ଉଦଯାପିତ ହୋଇଯାଇଛି। ଉକ୍ତ ଉତ୍ସବରେ ସହକାରୀ ଜିଲ୍ଲାପାଳ ତଥା…

ସାଂସଦ ଖେଳ ମହୋତ୍ସବ ଉଦଘାଟିତ

ଜଗତସିଂହପୁର,ତା-୨୯.୧୧.୨୦୨୫/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ସାଂସଦ ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ କହିଲେ ଯେ, ତୃଣମୂଳ…

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ‘ଡି.ଏମ.ଏଫ’ରେ ମହାଘୋଟଲା ଅଭିଯୋଗ।

କେନ୍ଦୁଝର,ତା୨୯/୧୧- ଡିଏମଏଫ କେନ୍ଦୁଝରରେ ଗୋଟାଏ ପରେ ଗୋଟାଏ ଦୁର୍ନୀତି ଗଣମାଧ୍ୟମରେ ବାରମ୍ବାର ପ୍ରକାଶିତ ହୋଇଆସୁଛି। ମାନ୍ୟବର ଓଡିଶା ହାଇକୋର୍ଟରେ ମଧ୍ୟ ଅନେକ ମାମଲା ବିଚରାଧୀନ ଅଛି, ପୂର୍ବରୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ କେତେକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ…

ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା : ମହିଳାଙ୍କ ଆର୍ଥିକ, ସାମାଜିକ ଓ ରାଜନୈତିକ ଅଧିକାର ଉପରେ ଆଲୋଚନା

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ତରଫରୁ ଜୟପ୍ରକାଶ ସାନ୍ଧ୍ୟା ମହାବିଦ୍ୟାଳୟ, ଭବାନୀପାଟଣାରେ “ଆର୍ଥିକ ସାକ୍ଷରତା ସହିତ ମହିଳାମାନଙ୍କ ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ଅଧିକାର’’ ବିଷୟରେ ଜିଲ୍ଲା ସ୍ତରୀୟ ସକ୍ଷମତା–ସଚେତନତା କର୍ମଶାଳା…

କଳାହାଣ୍ଡି ଜିଲ୍ଲାର ପ୍ରତିଯୋଗୀମାନଙ୍କ ପାଇଁ ମାଗଣା ସିଭିଲ୍ ସର୍ଭିସେସ୍ କୋଚିଂ ‘ମିଶନ୍ ଆକାଂକ୍ଷା’ ର…

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା 29.11.2025- କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ଭିଜନ୍ ଆଇଏଏସ୍,ନୂଆଦିଲ୍ଲୀ ର ମିଳିତ ସହଯୋଗରେ ଭାରତୀୟ ପ୍ରଶାସନିକ ସେବା ର ପ୍ରତିଯୋଗିତା ପରୀକ୍ଷା ରେ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀ ମାନେ କିପରି ଅଂଶ ଗ୍ରହଣ କରି ସଫଳତା ହାସଲ…

ଅବହେଳିତ ପଥପ୍ରାନ୍ତ କେନ୍ଦ୍ର ସାର୍ବଜନୀନ ସୁବିଧା ବନ୍ଦ,ବଢ଼ିଲା ଅସନ୍ତୋଷ ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କଟକ–ଚାନ୍ଦବାଲି ରାସ୍ତାର ସଲାର ଛକ ନିକଟରେ ଅବସ୍ଥିତ ପଥପ୍ରାନ୍ତ କେନ୍ଦ୍ର ଏବେ ଦୟନୀୟ ଅବସ୍ଥାରେ ପଡି ରହିଛି। ସରକାରୀ ସୁବିଧା ଭିତରେ ଥିବା ଏହି କେନ୍ଦ୍ରର ଅବସ୍ଥା ଦେଖିଲେ ବହୁଦିନ ଧରି କୌଣସି ରକ୍ଷଣାବେକ୍ଷଣ ନ ହୋଇଥିବା ସ୍ପଷ୍ଟ ହେଉଛି।…