ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପାଳ: ଠିକା କର୍ମଚାରୀଙ୍କ ଉପସ୍ଥାପନ ଯାଞ୍ଚ ଓ ସମୀକ୍ଷା
ନୟାଗଡ଼(ବିଶ୍ୱଜିତ ନାୟକ): - ଶନିବାର ଛୁଟି ଦିନ ଥିଲେ ମଧ୍ୟ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ନିଜ ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଛାନଭିନ୍ କରିଛନ୍ତି । ଠିକା କର୍ମଚାରୀଙ୍କ ଉପସ୍ଥାନ ଯାଞ୍ଚ କରିବା ସହ ଠିକାସଂସ୍ଥା ଗୁଡ଼ିକୁ ତାଗିଦ୍ କରିଛନ୍ତି । କାର୍ଯ୍ୟରେ ଅବହେଳା କଲେ…