ଅନ୍ତ ରାଷ୍ଟ୍ରୀୟ ସାଗର ତଟ ସ୍ୱଚ୍ଛତା ଦିବସ:ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର।
ବାସୁଦେବପୁର - ଭଦ୍ରକ ଜିଲ୍ଲା ରେ ସାଗର ବନ୍ଧୁ ଟ୍ରଷ୍ଟ ପକ୍ଷରୁ ରାଷ୍ଟ୍ରୀୟ ସାଗର ତଟ ସ୍ବଚ୍ଛତା ଦିବସ, ସ୍ବଚ୍ଛ ସାଗର , ସୁରକ୍ଷିତ ସାଗର ଦିବସ ପାଳନ ଚାରୋଟି ସ୍ଥାନ ରେ ହୋଇ ଯାଇଛି। ଜିଲ୍ଲା ସଂଯୋଜକ ସୁବାସ ବେହେରା ଙ୍କ ସଂଯୋଜନା ରେ ବାସୁଦେବପୁର ବ୍ଳକ ର ଚୁଡ଼ାମଣି ଓ କଶିଆ ଠାରେ…