ଆନ୍ତଃ ରାଜ୍ୟ ସାଇବର ଠକ ଗିରଫ
ବଡବିଲ (ଶାସକ ପ୍ରଶାସକ) : ସାଇବର ଠକଙ୍କ ବିରୋଧରେ ଚାଲିଥିବା ସ୍ଵତନ୍ତ୍ର କାର୍ଯ୍ୟାନୁଷ୍ଠାନରେ ପୁଲିସକୁ ଏକ ବଡ ସଫଳତା ମିଳିଛି । ବଡବିଲର ବିଶାଲ ସାଓ ସାଓ ନାମକ ଯୁବକକୁ ଗିରଫ କରିଛି ବଡ଼ବିଲ ପୋଲିସ। ଏ ସମ୍ପର୍କରେ ବଡବିଲ ଆରକ୍ଷୀ ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ଓ ଥାନା ଅଧୂକାରୀ…