“ଗାନ୍ଧୀଜୀଙ୍କ ବିରୋଧରେ ଆକ୍ରୋଶ ପାଇଁ ମନରେଗା ଯୋଜନା ହଟାଇବା ଅନୁଚିତ ହେଲା ।”
ଗାନ୍ଧୀବାଦୀ ଗଣ ସଂଗଠନ ସମୂହଙ୍କ ପ୍ରେସ ବାର୍ତ୍ତା
କଟକ,ତା୨୦/୧୨: ୨୦୦୫ ମସିହାରୁ ଭାରତର ଗରୀବ ଜନଗଣଙ୍କୁ ଶହେଦିନ ନିଶ୍ଚିତ କର୍ମ ଯୋଗାଣ ନିମନ୍ତେ ଲାଗୁହୋଇଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ବିଗତ ଲୋକସଭା ଅଧିବେଶନ କାଳରେ ତରବାରିଆ ଭାବରେ ହଟାଇ ଦିଆଯାଇ ତା’…