ପଳାସପଙ୍ଗା ଲ୍ୟାମ୍ପସରେ କେନ୍ଦୁଝର ଜିଲ୍ଲା ପାଇଁ ଧାନ ସଂଗ୍ରହ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।
ରାଜ୍ୟରେ ୧,୫୪୨ଟି ନୂଆ ପ୍ୟାକ୍ସ ଓ ଲ୍ୟାମ୍ପସ ଗଠନ କରାଯାଇଛି।
କୃଷି ଉଦ୍ୟୋଗ ଯୋଜନାରେ କୋଟିଏ ଟଙ୍କା ସବସିଡି ପାଇଥିବା ଚାଷୀଙ୍କ ଘରକୁ ଯାଇ ସମ୍ବର୍ଦ୍ଧନା ଦେବେ ମୁଖ୍ୟମନ୍ତ୍ରୀ।
କୃଷି ଉଦ୍ୟୋଗ ଯୋଜନାରେ ଅଣ ଧାନ ଫସଲକୁ ପ୍ରୋତ୍ସାହନ ଦିଆଯିବ।
ଆଗାମୀ ତିନିବର୍ଷରେ…