ଭଦ୍ରକ ଭ୍ରାମ୍ୟମାଣ ଟିମର ବାସୁଦେବପୁରର ବିଭିନ୍ନ ସ୍ଥାନ ରେ ଚଢ଼ାଉ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ସକାଳୁ ସକାଳୁ ଭଦ୍ରକ ଅବକାରୀ ବିଭାଗ ର ଭଦ୍ରକ ଭ୍ରାମ୍ୟ ମାଣ ଟିମ୍ ସଦଳ ବଳେ ବାସୁଦେବପୁର ରେ ଅଡୁଆଁ ଗ୍ରାମ ରେ କପିଳ ମଲିକ ଙ୍କ ଘରେ ଚଢାଉ କରି ଘରୁ ବହୁ ବୋତଲ ଜିଞ୍ଜର ଓ ଅଶି ଲିଟର ମହୁଲି ମଦ ଜବତ କରିଛନ୍ତି। ପରେ ଉକ୍ତ ବ୍ୟକ୍ତି କୁ…