ଶ୍ରୀଶ୍ରୀ ଗୋପୀନାଥ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ/ ଗୀତା ଓ ଭାଗବତ ଭଗବାନଙ୍କ ବାଚନିକ ବିଗ୍ରହ:…
ଜଗତସିଂହପୁର:୨୨.୨.୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ଚଷାପଡା ପଂଚାୟତସ୍ଥ ସାହାଡା ଗ୍ରାମରେ ଶ୍ରୀଶ୍ରୀ ଗୋପୀନାଥ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଶ୍ରୀଗୋପୀନାଥ ଦାତବ୍ଯ ଟ୍ରଷ୍ଟର ଅଧ୍ଯକ୍ଷ ଡ ବଟ କିଶୋର ରାୟଙ୍କ ଏଥିରେ ସଭାପତିତ୍ବ…