ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳନ,
ଝାରସୁଗୁଡା, ୫/୩,ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶା ର ଭୂମିପୁତ୍ର ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଝାରସୁଗୁଡା ବିଜେଡି ତରଫରୁ ଗୁରୁବାର ପୂର୍ବାହ୍ନ ୧୦ ଟା ରେ ବଡ଼ମାଳ ବିଜୁ ପଟ୍ଟନାୟକ ଛକ ଠାରେ ପାଳନ ହୋଇ ଯାଇଛି |ବଡ଼ମାଳ ଛକ ରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ…