ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡ଼ା ଓ ମହାକାଳପଡାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ଶିବିର ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡ଼ା ଓ ମହାକାଳପଡା ଅଞ୍ଚଳର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସାଧାରଣ ଲୋକମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଦେବା…

ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷା ସଭା; ଆସ ସ୍କୁଲ୍ ଯିବା କାର୍ଯ୍ୟକ୍ରମ ଉପରେ…

ବେଲଗୁଣ୍ଠା, (ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି I ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…

ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ପରିସରରେ ଯୁବ ଦିବସ ପାଳିତ

ବେଲଗୁଣ୍ଠା - (ଶିବରାମ ଚୌଧୁରୀ )-- ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ପରିସରରେ ଯୁବ ଦିବସ ପାଳନ ଅବସରରେ ବିଶ୍ଵ ବିଜୟୀ ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ପାଳନ ମହସମରୋହ ରେ ପାଳିତ ହୋଇ ଯାଇଛି। ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ପ୍ରାତଃ ରେ ସ୍ୱାମୀ ଜୀ ଙ୍କ ଗୁଣ ଗାନ କରି ଏକ…

ସୋରଡ଼ା ଠାରେ ପଞ୍ଚାୟତ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ରେ ୩୧୭ ଟି ଅଭିଯୋଗ ଗ୍ରହଣ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡ଼ା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଜି ସୋମବାର ୧୨ ତାରିଖ ମଙ୍ଗଳ ବାର ୨୦୨୬ ଦିବସ ରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଅତିରିକ୍ତ…

ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ବନ୍ଦେ ମାତରମ୍ ଗାନ ଏବଂ ଜାତୀୟ ଯୁବ ଦିବସ ପାଳିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଶିକ୍ଷାନୁଷ୍ଠାନରେ ବନ୍ଦେ ମାତରମ୍ ଗାନ କରାଯିବା ସହିତ ଜାତୀୟ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠାନ ଅଧ୍ୟକ୍ଷା ରୁନୁବାଳା…

ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତଶତାୟୁ ପୁରୁଷଙ୍କ ପରଲୋକ

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- : ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନେଟଙ୍ଗା ଗାଁ ର ନରସିଂହ ଜେନା ୧୦୩ ବର୍ଷ ରେ ନିଜ ବାସଗୃହ ଠାରେ ଦେହତ୍ୟାଗ କରିଛନ୍ତି l ମୃତ୍ୟୁ ସମୟରେ ତାଙ୍କର ଚାରି ପୁଅ ଯଥାକ୍ରମେ ବନବାସୀ, ଟୁନା, ଗୁରୁନାଥ, ସୁଶାନ୍ତ, ଦୁଇ ଝିଅ ଝୁନି, ରୁନି, ସ୍ତ୍ରୀ ସର୍ଜନୀ ଏବଂ…

କଂଗ୍ରେସର ଚାଷୀ ନ୍ୟାୟ ସମାବେଶ: ମାଗଣା ବିଜୁଳି ଦାବି, କଟଣୀ ଛଟଣୀକୁ ବିରୋଧ

ନୟାଗଡ଼(ବିଶ୍ୱଜତ ନାୟକ):- ନୟାଗଡ଼ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଆଜି ଚାଷୀ ନ୍ୟାୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ପୁରୁଣା ଜେଲ ଜମିରେ ଅନୁଷ୍ଠି ଏହି ସମାବେଶରେ ଯୋଗ ଦେଇ ପିସିସି ସଭାପତି ଭକ୍ତଚରଣ ଦାସ ଚାଷୀଙ୍କୁ ସରକାର ମାଗଣା ବିଜୁଳୀ ପ୍ରଦାନ କରିବାକୁ ଦାବି ରଖିଛନ୍ତି । ଯେଉଁ…

ଜାତୀୟ ଯୁବ ଦିବସରେ ଯୁବ ସମାଜକୁ କ୍ରାନ୍ତି ଓ ଆଇ.ଅସ.ଆର.ଡି ର ଆହ୍ବାନ..

"ଯୁବ ସମାଜ ସଚେତନ ହୋଇ ନିଶାମୁକ୍ତ ଭାରତ ଗଠନ କରନ୍ତୁ " ବ୍ରହ୍ମପୁର : ବ୍ରହ୍ମପୁର ସହର ରେ ୧୬୩ ତମ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଯଥା ଜାତୀୟ ଯୁବ ଦିବସ ଅବସରରେ "ଯୁବ ସମାଜ ସଚେତନ ହୋଇ ନିଶାମୁକ୍ତ ଭାରତ ଗଠନ କରନ୍ତୁ "ଏହି ବାର୍ତ୍ତା ଯୁବ ସମାଜକୁ ସଂକଳ୍ପ ନେବା ପାଇଁ ବ୍ରହ୍ମପୁର ର…

ହେରୋଇନ୍ ଜବତ, ଗିରଫ ହେଲେ ନିଶାମାଫିଆ

ଜଗତସିଂହପୁର,ତା-୧୨.୦୧.୨୦୨୬/ସୁମନ୍ତ କୁମାର ଦାସ: ସମଗ୍ର ରାଜ୍ୟରେ ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ ଚାଲିଥିବା ବେଳେ ପାରାଦୀପ ପୌରାଞ୍ଚଳସ୍ଥିତ ଇଫକୋ ଅଞ୍ଚଳରେ ଚଢଉ କରି ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ପାରାଦୀପ ଅବକାରୀ ଥାନା।ଯାଞ୍ଚ ପରେ ତାଙ୍କ ପାଖରୁ ୭୮ ଗ୍ରାମର ହେରୋଇନ୍ ଜବତ…

ଶ୍ରୀକୃଷ୍ଣ ଏକାଡେମୀଠାରେ ସାମୂହିକ ବନ୍ଦେ ମାତରଂ ଗାନ

ଜଗତସିଂହପୁର,ତା-୧୨.୦୧.୨୦୨୬/ସୁମନ୍ତ କୁମାର ଦାସ: ଶ୍ରୀକୃଷ୍ଣ ଏକାଡେମୀ,ଜଗତସିଂହପୁର ବିଦ୍ୟାଳୟ ପ୍ରାଙ୍ଗଣରେ ପୌରପରିଷଦ ଜଗତସିଂହପୁର ଓ ବିଦ୍ୟାଳୟର ମିଳିତ ସହଯୋଗରେ "ବନ୍ଦେ ମାତରଂ"ର ୧୫୦ ତମ ବାର୍ଷିକୀ ଅବସରରେ "ବନ୍ଦେ ମାତରଂ"ର ସାମୁହିକ ଗାନ ଓ ଜାତୀୟ ଯୁବ ଉତ୍ସବ ବିଦ୍ୟାଳୟର ଛାତ୍ର,…