ଗୁଣପୁର ବ୍ରାହ୍ମଣ ସମାଜ ର ମକର ବନ୍ଧୁମିଳନ ଅନୁଷ୍ଠିତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): -ସ୍ଥାନୀୟ ପୁରୁଣା ଗୁଣପୁର ବିଦ୍ଯାନିକେତନ ତୋଟାରେ ଗୁଣପୁର ବ୍ରାହ୍ମଣ ସମାଜ ର ବାର୍ଷିକ ନଗର ସମ୍ମିଳନୀ ରେ ମକର ମିଳନ କାର୍ଯ୍ଯକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପ୍ରଶାନ୍ତ ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି…