କେନ୍ଦୁଝରରେ ସେନାବାହିନୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଆଦର୍ଶ ସ୍ୱାସ୍ଥ୍ୟ ଶିବିର ନିମନ୍ତେ ପ୍ରଶାସନ ସହ ସମନ୍ୱୟ ବୈଠକ…

 ​କେନ୍ଦୁଝର,ତା୧୩/୩- କେନ୍ଦୁଝର ଜିଲ୍ଲାରେ ପୂର୍ବତନ ସେନା କର୍ମଚାରୀ, ବୀର ନାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ପାଇଁ ଏକ ବୃହତ 'ଆଦର୍ଶ ସମନ୍ୱିତ ସ୍ୱାସ୍ଥ୍ୟ ଶିବିର' ଆୟୋଜିତ ହେବାକୁ ଯାଉଛି। ଚଳିତ ମାର୍ଚ୍ଚ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ସ୍ୱାସ୍ଥ୍ୟ ଶିବିର…

କେନ୍ଦୁଝରରେ ସଫଳତାର ସହ ଶେଷ ହେଲା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା: ୧୬୮୭ ପ୍ରାର୍ଥୀ ସାମିଲ, ବଣ୍ଟାଗଲା ୫୨ ନିଯୁକ୍ତି…

କେନ୍ଦୁଝର,ତା୧୩/୩- ୨୦୨୬ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆଜି କେନ୍ଦୁଝର ସ୍ଥିତ ଓଡ଼ିଶା ସ୍କୁଲ୍ ଅଫ୍ ମାଇନିଂ ଇଞ୍ଜିନିୟରିଂର ଖେଳ ପଡ଼ିଆରେ ସଫଳତାର ସହ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଯୁବକଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଏବଂ…

ଜିଲ୍ଲା ସ୍ତରୀୟ ପି ଏମ କିସାନ ଉତ୍ସବ: ଚାଷୀଙ୍କୁ ୨୨ ତମ ପିଏମ୍ କିଷାନ୍ ସମ୍ମାନନିଧି କିସ୍ତି ପ୍ରଦାନ

ନବରଙ୍ଗପୁର ତା ୧୩.୩.୨୦୨୬ : ଅଶୋକ ସାହୁ,ପିଏମ୍ କିସାନ୍ ସମ୍ମାନନିଧି ର ୨୨ତମ କିସ୍ତି ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଡିବିଟି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମର ଗୌହାଟୀ ଠାରୁ ପ୍ରଦାନ କରିଛନ୍ତି । ଯାହାର ସିଧା ପ୍ରସାରଣ ଆଭାସୀ ଜରିଆରେ…

ଗଣ୍ଡଗୋଳ ମାମଲାରେ ୩ ଗିରଫ, କୋର୍ଟ ଚାଲାଣ ।

ବେଲଗୁଣ୍ଠା-( ଶିବରାମ ଚୌଧୁରୀ ) ୧୩/୩-: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସିନେମା ହଲ୍ ଛକରେ ଏକ ଗଣ୍ଡଗୋଳ ମାମଲାରେ ପୋଲିସ ଉଭୟ ପକ୍ଷରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ କୋଳି ସାହିର ଚନ୍ଦ୍ରଶେଖର ପାତ୍ର…

ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବାର ଅନ୍ତିମ ପର୍ଯ୍ୟାୟରେ ଜିଲ୍ଳାର ୧୦୮୨ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ନବରଙ୍ଗପୁର ତା ୧୩.୩.୨୦୨୬: ଅଶୋକ ସାହୁ,ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟ ଠାରେ ଗତ ୧୦.୩.୨୦୨୬ ରୁ ଆରମ୍ଭ ହୋଇଥିବା ଚାରି ଦିନିଆ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ସମାପ୍ତ ହୋଇଯାଇଛି।ଏହି ଯୋଜନାରେ ଆଜି ପର୍ଯ୍ୟନ୍ତ ଜିଲ୍ଲାର ୧୦୮୨ ଜଣ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ଗ୍ୟାଷ୍ଟ୍ରୋ…

ପିଏମ କିଷାନ ଉତ୍ସବ ଦିବସ ପାଳିତ ହେଲା

ବାଲେଶ୍ୱର, ତାରିଖ - ୧୩/୦୩/୩୦୨୬:ଆଜି ହେଉଛି ପିଏମ କିଷାନ ଉତ୍ସବ ଦିବସ । ଆଜି ସନ୍ଧ୍ୟା ୫.୩୦ ଘଟିକା ସମୟରେ ଆସାମର ଗୁଆହଟିରୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଆଭାସୀ ଜରିଆରେ ପିଏମ କିଷାନ ଯୋଜନାର ୨୨ ତମ କିସ୍ତି ଟଙ୍କା ଭାରତର କୃଷକ ଭାଇଭଉଣୀ ମାନଙ୍କ…

କଟକ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ

ବିବାହ ବନ୍ଧନରେ ବାନ୍ଧିହେଲେ ୫୫ଯୋଡା ବରବଧୂ କଟକ ତା ୧୨.୦୩.୨୦୨୬ ରିଖ – ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ ବିରୋଧରେ ଏକ ସଙ୍କଳ୍ପ, ଯୌତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ…

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ କିଡ୍ନୀ ଦିବସ ପାଳିତ

ଭୁବନେଶ୍ୱର, ମାର୍ଚ୍ଚ ୧୨: ବୃକକ୍ ଜନିତ ରୋଗର ଉପଯୁକ୍ତ ଚିକିତ୍ସା ଓ ଉପଯୁକ୍ତ ଜୀବନଶୈଳୀ ମାଧ୍ୟମରେ କିଭଳି ମଣିଷ ନିଜକୁ ସୁସ୍ଥ ରଖିପାରିବ ସେ ନେଇ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍, ଭୁବନେଶ୍ୱର ପକ୍ଷରୁ ଗୁରୁବାର ବିଶ୍ୱ କିଡ୍ନୀ ଦିବସ ପାଳିତ ହୋଇଯାଇଛି ।…

ପାଇକା ମହୋତ୍ସବକୁ ପ୍ରଶାସନିକ ବିରୋଧ, ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଧାରଣା ।

  କେନ୍ଦ୍ରାପଡ଼ା:୧୨/୦୩(ପ୍ରଫୁଲ୍ଲ କୁମାର ମଲ୍ଲ) ମାର୍ଶାଘାଇ ବ୍ଲକରେ ଆୟୋଜିତ ହେବାକୁ ଥିବା ୧୧ତମ ପାଇକା ମହୋତ୍ସବକୁ ପ୍ରଶାସନ ପକ୍ଷରୁ ବିରୋଧ ହେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ବିଭିନ୍ନ ଅଞ୍ଚଳର ମହିଳାମାନେ ଏକତ୍ରିତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ…

କଳାକାରମାନେ ସମାଜ ସଂସ୍କାରକ ହେତୁ ସେମାନଙ୍କ ଉନ୍ନତି ଏକାନ୍ତ କାମ୍ୟ : କଳାକାର ମହାସଂଘ

  ପୁରୀ, ତା. ୧୨/୦୩ : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ତରଫରୁ ଏକ ରାଜ୍ୟସ୍ତରୀୟ କଳାକାର ସମାବେଶ ସ୍ଥାନୀୟ ବଡଦାଣ୍ଡ ସ୍ଥିତ ଐତିହାସିକ ରଙ୍ଗମଞ୍ଚ 'ଅନ୍ନପୂର୍ଣ୍ଣା ଥିଏଟର' ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ଆଠ ଘଟିକା ସମୟରେ…