ଗୁଣପୁର ଜଗନ୍ନାଥ ମନ୍ଦିର ଠାରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ର ସ୍ଥାନୀୟ ଜଗନ୍ନାଥ ମନ୍ଦିର ବଡ଼ ଦାଣ୍ଡ ପ୍ରାଙ୍ଗଣରେ ଗୁଣପୁର ମଣ୍ଡଳର ସମଗ୍ର ହିନ୍ଦୁ ପ୍ରେମୀ ଙ୍କ ନିବେଦନ କ୍ରମେ ଏକ୍ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…