ମହାନଦୀର ସୁରକ୍ଷା ପାଇଁ ମହା ଅଭିଯାନ, ଶୁଭାରମ୍ଭ କରିବେ ନବୀନ
ମହାନଦୀର ପ୍ରବେଶ ସ୍ଥଳରୁ ପାରାଦୀପ ପର୍ଯ୍ୟନ୍ତ ହେବ ଅଭିଯାନ
ଭୁବନେଶ୍ୱର,(ଚକ୍ରଧର ମାଝି:) ମହାନଦୀର ମହାସଂକଟ ଏ ପର୍ଯ୍ୟନ୍ତ ଟଳିନାହିଁ । ତେଣୁ ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଆ ଜାତିର ମହାସଂଗ୍ରାମ ଅବ୍ୟାହତ ରହିଛି । ଏହାର ପ୍ରଥମ ପର୍ଯ୍ୟାୟ ଆନେ୍ଦାଳନ ପରେ ଗତମାସ ୨୨ ତାରିଖ ଦିନ…