“ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ’ ଓ “ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ…
ଓଡ଼ିଶାର ଚାଷୀମାନଙ୍କର ରୋଜଗାର ବୃଦ୍ଧି ଓ ନୂତନ କର୍ମନିଯୁକ୍ତିରେ ଏହା ସହାୟକ ହେବ:ମନ୍ତ୍ରୀ ଶ୍ରୀ ମହାରଥୀ
ଭୁବନେଶ୍ୱର : କୃଷିର ଉନ୍ନତି ପାଇଁ ନିଜସ୍ୱ ଜ୍ଞାନକୌଶଳରେ ଉନ୍ନତ ଓ ଅଭିନବ ଯନ୍ତ୍ରପାତି ତିଆରି କରି ବ୍ୟବହାର କରୁଥିବା ଚାଷୀଙ୍କୁ "ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି…