ସରକାରଙ୍କୁ ବିଜେପି ର ୪ଟି ପ୍ରଶ୍ନ
ଦୁଇ ଦିନିଆ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସମାପ୍ତ
ଭୁବନେଶ୍ୱର, : ରାଜ୍ୟରେ ମହିଳା ମାନଙ୍କ ଉପରେ ଉତ୍ପୀଡନ ବଢିବାରେ ଲାଗିଛି । ରାଜ୍ୟରେ ପ୍ରତିଦିନ ହାରାହାରି ୬ ଜଣ ମହିଳା ଦୁଷ୍କର୍ମରେ ଶିକାର ହେଉଛନ୍ତି ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି । ମହିଳାମାନଙ୍କ…