ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ସର୍ଜନଙ୍କ ପ୍ରାପ୍ୟ ବୃଦ୍ଧି
ଆସିଷ୍ଟାଣ୍ଟ ସର୍ଜନ ୫୫ ହଜାର, ସ୍ପେସିଆଲିଷ୍ଟ ଡାକ୍ତର ୬୦ ହଜାର
ଭୁବନେଶ୍ୱର : ରାଜ୍ୟରେ ପ୍ରାଇମେରୀ ଏବଂ ସେକେଣ୍ଡାରୀ କେୟାର ସେଣ୍ଟରଗୁଡ଼ିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ସର୍ଜନମାନଙ୍କର ଦରମା ୫୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି | ସେହିପରି ଚୁକ୍ତିଭିତ୍ତିକ…