ଅଦିନିଆ ବର୍ଷା, ଶ୍ରମିକ ଅଭାବ: ଅମଳ ହୋଇପାରୁନି ରବି ଧାନ
ଅତାବିରା/Nila Deep -କାଳବୈଶାଖୀ ଜନିତ ବର୍ଷା, ଝଡବତାଶ, କୁଆପଥର ମାଡ ଯୋଗୁ ବରଗଡ ଜିଲା ଅତାବିରା ଓ ଭେଡେନ ବ୍ଲକ ଅଞ୍ଚଳରେ ରବିଧାନ ଫସଲ ନଷ୍ଟ ହୋଇଛି । ଗୋଟିଏ ପଟେ ଚାଷୀମାନେ ଶ୍ରମିକ ଅଭାବରୁ ଚାଷ ଜମିରୁ ଧାନ ଅମଳ କରି ପାରୁ ନ ଥିବାବେଳେ ଅନ୍ୟପଟେ ବର୍ଷା ଯୋଗୁ ଧାନ ପେଟାରେ ଗଜା…