ଆଠ ବର୍ଷ ନା ବାଳିକା ଦୁଷ୍କର୍ମ ଥାନାରେ ଏତଲା, ଅଭିଯୁକ୍ତ ଗିରଫ ।

0

 à¬†à¬  ବର୍ଷ ନା ବାଳିକା ଦୁଷ୍କର୍ମ ଥାନାରେ ଏତଲା, ଅଭିଯୁକ୍ତ ଗିରଫ ।

 

କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ : ଗତକାଲି ଡେରାବିଷ ଅନ୍ତର୍ଗତ ନରସିଂହ ପୁର ପଂଚାୟତ ତିଲଙ୍ଗ ଗ୍ରାମର ଜଣେ ନା ବଳିକା ଖେଳୁଥିବା ବେଳେ ନାବଳିକାକୁ ଟଙ୍କାର ପ୍ରଲୋଭନ ଦେଖାଇ ନାବଳିକାକୁ ନିରୋଳା ସ୍ଥାନରେ ଏକ ଗୃହକୁ ନେଇ ଜଣେ ଯୁବକ ଦୁଷକର୍ମ କରିବାକୁ ଉଦ୍ୟମ କରିଥଲା,ନାବଳିକା ଚିତକ୍ତାର କରିବାରୁ  ଘଟଣା ସ୍ଥଳରେ ନାବଳିକାର ଭାଇ ପହଞ୍ଚିଥିଲା ।ଦୁଷକର୍ମ କରୁଥିବା ବ୍ୟକ୍ତି  ନାବଳିକାର ଭାଇକୁ ମାଡ ମଧ୍ୟ ମାରିଥିଲା।ଏ ନେଇ ତାଙ୍କ ପରିବାର ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ଡେରାବିଷ ଥାନାରେ ଏତଲା ହୋଇଥିଲା ଓ ପରେ ଡେରାବିଷ ପୋଲିସ ଏତଲା ପାଇଁ ଅଭୁଯୁକ୍ତ କୁ ଗିରଫ କରି ତଦନ୍ତ ଜାରି ରଖିଛି।

 

Leave A Reply

Your email address will not be published.