ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ସଚେତନ ତାଲିମ୍।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର :- ୨୯/୧ /୨୬: ମାଲକାନଗିରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲ୍ଲା ଅଧିକାରୀ ନିର୍ମଳ ଧାରୁଆଙ୍କ ତତ୍ବାବଧାନ ରେ ମାତା ପିତା ତଥା ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ୍, ୨୦୦୭ ରେ ଥିବା ପ୍ରାବଧାନ ସଂପର୍କରେ…