ଯଦି ସବୁ ତାମିଲନାଡୁ ଢାଂଚାରେ ଚାଲିବ ତେବେ କିଛି କହିବାର ନାହିଁ : ଧର୍ମେନ୍ଦ୍ର ପ୍ରଧାନ
ପଂଚଦଶ ଅର୍ଥ କମିଶନରୁ ଓଡିଶାକୁ ଅର୍ଥ କମିଯିବା ମୁଖ୍ୟମନ୍ତ୍ରୀଙ୍କ ଆଶଙ୍କା ଭିତିହୀନ
ଭୁବନେଶ୍ୱର : ପଂଚଦଶ ଅର୍ଥ କମିଶନ ପାଇଁ ଟର୍ମ ଅଫ ରେଫରେନ୍ସ ଯେଉଁ ରାଜ୍ୟ ମାନେ ଜନସଂଖ୍ୟା ନିୟଂତ୍ରଣ ଓ ବିକାଶ ମୂଳକ କାମରେ ଭଲ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ପୁରସ୍କାରର ବ୍ୟବସ୍ଥା ଥିବା ବେଳେ…