ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଶାନ୍ତ, ସୌମ୍ୟ ଆଉ ଅଚ୍ୟୁତ

   ଆଜି ବିଧିବଦ୍ଧ ଭାବେ ରାଜ୍ୟସଭା ପାଇଁ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରଶାନ୍ତ ନନ୍ଦ,  ସୌମ୍ୟରଞ୍ଜନ ପଟ୍ଟନାୟକ,  ଓ  ଅଚ୍ୟୁତ ସାମନ୍ତ |  ରାଜ୍ୟସଭା ନିର୍ବାଚନ ପାଇଁ ଘୋଷିତ  ରିଟର୍ଣ୍ଣିଂ ଅଫିସର ରାଜେଲ ପାଟିଲଙ୍କ ନିକଟରେ  ବିଧାନସଭାରେ ଏହି ୩ ଜଣ ବିଜୁ ଜନତା ଦଳ …

ମାନସିକତାରେ ପରିବର୍ତ୍ତନ ଲୋଡ଼ା : ଶର୍ମିଳା ଟାଗୋର

କିଟ୍ ଓ କିସରେ  ଆନ୍ତର୍ଜାତିକ ମହିଳା ଦିବସ ପାଳିତ ଭୁବନେଶ୍ୱର: ମହିଳାଙ୍କ ସଶକ୍ତିକରଣ ଓ ସୁରକ୍ଷା ନେଇ ଯେତେେ ଯାହା ଆଇନ୍ କାର୍ଯ୍ୟକାରୀ କଲେ ମଧ୍ୟ ସମାଜରେ ମହିଳାଙ୍କ ପ୍ରତି ଥିବା ମାନସିକତାରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ବିଶିଷ୍ଟ ଅଭିନେତ୍ରୀ ପଦ୍ମଭୂଷଣ ଶର୍ମିଳା ଟାଗୋର…

 ନୂଆପଡା ଏନଏସି ନିର୍ବାଚନକୁ ସ୍ଥଗିତାଦେଶଜାରି କଲେ ହାଇକୋର୍ଟ

ନୂଆପଡା, - ନୂଆପଡା ଜିଲ୍ଲା ସଦର ନୂଆପଡା ଏନଏସି ଗଠନ ହେବା ପରେ ଏହା ଦ୍ୱିତୀୟ ଥର ପରିଷଦ ଗଠନ ନେଇ ନିର୍ବାଚନ କମିସନ ପକ୍ଷରୁ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତିରେ ନିର୍ବାଚନ ଆଇନ ଅନୁଯାୟୀ ମହିଳାଙ୍କ ପାଇଁ ଉପଯୁକ୍ତ ସ୍ଥାନ ସଂରକ୍ଷଣ ନଥିବା ଘଟଣା ନେଇ ନୂଆପଡା…

କ୍ୟାଡର ପୁନର୍ଗଠନ ଦାବିରେ ଡିପ୍ଲୋମା ଇଂଜିନିୟରଙ୍କ ଆନ୍ଦୋଳନ

  ଭୁବନେଶ୍ୱର - ନ୍ୟାୟୋଚିତ ଦାବି ପୂରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚରମ ଅବହେଳା ଓ ବୈମାତୃକ ମନୋଭାବ ପ୍ରଦର୍ଶନ କରାଯାଉଥିବା ପ୍ରତିବାଦରେ ଓଡିଶା ଡିପ୍ଲୋମା ଇଂଜିନିୟରସ୍ ସେବା ସଂଘ ପକ୍ଷରୁ ଭୁବନେଶ୍ୱରରେ ଗଣଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ  ହୋଇଯାଇଛି ।  ଏହାସହ ଦାବି ପୂରଣ…

ଘାଇଲା ଜନଜାତି, ବାଟ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ 

ସଚିବାଳୟରେ ମାତିଲେ ମହୁମାଛି  ଆଦିବାସୀ ବିକାଶ ପ୍ରୋମୋ ସୁଟିଂ ନୋହିଲା ଭୁବନେଶ୍ୱର- ରାଜ୍ୟ ସଚିବାଳୟରେ ଆତଙ୍କ ଖେଳାଇଲା ମହୁମାଛି । ବିକଳ ଚିତ୍କାର କରି ଜିଇ ଯୁଆଡେ ପାରିଲେ ଦୌଡିଲେ | ସଚିବାଳୟ କର୍ମଚାରୀ , ଅତିଥି ସମସ୍ତେ ଇତଃସ୍ତତ ହୋଇ ଦୌଡୁଥିଲେ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ସହିତ…

ନାରୀ ଓ ପୁରୁଷ ଉଭୟେ ପରସ୍ପର ସହେଯାଗିତା ଓ ବୁଝାମଣାରେ ସମାଜର ସ୍ରୋତରେ କାମ କରିବାକୁ ମହିଳା ସମାଜକୁ ଆହ୍ୱାନ

ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆନ୍ତର୍ଜାତୀକ ମହିଳା ଦିବସ ପାଳିତ    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳାଙ୍କ ପ୍ରତି ସମର୍ପିତ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ମଧ୍ୟ ଆଲୋଚନା  ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ କାନନବାଲା ପଟ୍ଟନାୟକଙ୍କୁ “ ଅନନ୍ୟା…

ନିଖୋଜ ହୋଇଥିବା ଏମ୍ସର କଶ୍ମୀରୀ ଛାତ୍ର ମାମଲା,  ତଦନ୍ତ ନାମରେ ଭୁଆଁ ବୁଲାଉଛି କମିଶନରେଟ ପୋଲିସ

   ପୋଲିସ ଏମ୍ସ କର୍ତୃପକ୍ଷ ଓ ନିଖୋଜ ଛାତ୍ରଙ୍କ ପିତା ଓ ସମ୍ପର୍କୀୟଙ୍କ ସହିତ ସହପାଠୀ ମାନଙ୍କ ସହ କଲା  ଆଲୋଚନା ବିଜେପି ଯୁବ ମୋର୍ଚାର ପ୍ରତିନିଧି ଦଳ ଭୁବନେଶ୍ୱର,  : ନିଖୋଜ ହୋଇଥିବା  ଏମ୍ସର କଶ୍ମୀରୀ ଛାତ୍ର ସୋହେଲ ଆଇଜାଜକୁ ଖୋଜିବା ମାମଲାରେ କମିଶନରେଟ ପୋଲିସ ଭୁଆଁ ବୁଲାଉଛି…

 କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡି-ବ୍ରଦର୍ସ ଲିଙ୍କ୍ ପ୍ରସଙ୍ଗ ଅଭିଯୋଗ  ଉଠାଇବା ଗାଲୁଆଙ୍କ ବାରବାଟୀ ଚାଷ:…

  ଭୂବନେଶ୍ୱର:: ବିଜେଡି ନେତାଙ୍କ ମାଫିଆ ଡନ୍ ଡି-ବ୍ରଦର୍ସ ଲିଙ୍କ୍ ଓ ସଙ୍ଗୀନ ହତ୍ୟା ଷଡଯନ୍ତ୍ରର ପର୍ଦ୍ଧାଫାସ୍ ପରେ ବିଜେଡି ବିଧାୟକ ଦେବାଶୀଷ ସାମନ୍ତରାୟ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡି-ବ୍ରଦର୍ସ ଲିଙ୍କ୍ ପ୍ରସଙ୍ଗ ଉଠାଇବା ଗାଲୁଆଙ୍କ ବାରବାଟୀ ଚାଷ  ବୋଲି ବିଜେପି କହିଛି…

ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ 

   bhubaneswar/ girija shankara Dash : ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ  ଅଧିକାରୀଙ୍କ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ସଚିବ ମନ୍ମଥ କୁମାର…

ମୁନାଙ୍କୁ କାଜୁ ଧରାଇଲେ ନବୀନ  , ପ୍ରଭାଦିତ୍ୟଙ୍କୁ ଆଗ୍ରୋ

  ଯୋଜନା ବୋର୍ଡରେ ତିନି ସଦସ୍ୟ ନିଯୁକ୍ତ   ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କେତେକ ବୋର୍ଡ ଓ ନିଗମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କିଛି ନେତାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି  । ମିଳିଥିବା ସୂଚନା ଅନୁଯାୟୀ,  ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ଥିବା ମୁଜିବୁଲ୍ଲା…