ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ବଞ୍ଚାଓ ହରତାଳ ୯ରେ
ବାରିପଦା(ଦିଲ୍ଲୀପ ମହାନ୍ତି )- ଜେଏମଏମ ପକ୍ଷରୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ବଞ୍ଚାଓ ହରତାଳ ଚଳିତ ମାସ ୯ରେ ହେବାକୁ ଯାଉଛି । ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ତକତପୁରଠାରେ ଜେଏମଏମର ଛାତ୍ର ମୋର୍ଚ୍ଚାର ସମର୍ଥକ ଛାତ୍ରଛାତ୍ରୀମାନେ ଉତ୍ତର ଓଡ଼ିଶା…