ଉତ୍ତର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳରେ ଜଳ ନିଷ୍କାସନ ସମସ୍ୟା
ସମାଧାନ ନିମନ୍ତେ ସମୀକ୍ଷା ବୈଠକ ନେଲେ ଭୁବନେଶ୍ୱର ଉତ୍ତର ବିଧାୟକ
ଭୁବନେଶ୍ୱର(ଚକ୍ରଧର ମାଝି) : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୪ ନମ୍ବର ୱାର୍ଡର କୁଆଖାଇ ନଦୀ ଓ ପୁରୀ ମୁଖ୍ୟକେନାଲ, ପୁରୀ ମୁଖ୍ୟକେନାଲ ଓ ଜାତୀୟ ରାଜପଥ, ଜାତୀୟ…