ପାଇଖାନା ହୋଇପାରିଲାନି , ୨ ଯନ୍ତ୍ରୀ ନିଲମ୍ୱିତ ।
ଯାଜପୁର(ଜୟଶଙ୍କର ଦାଶ) ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ପରିବାରକୁ ବ୍ୟକ୍ତିଗତ ଶୈାଚାଳୟ ନିର୍ମାଣରେ ସଂପୂର୍ଣ୍ଣ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ସ୍ୱଚ୍ଚ୍ଥ ଭାରତ ମିଶନର ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ କ୍ଷେତ୍ରରେ ମଧ୍ୟ ଅଗ୍ରାଧିକାର ଦିଆଯାଊଚ୍ଥି । ଜିଲ୍ଲା…