ଗ୍ରୀଷ୍ମ କାଳୀନ ଲନ ଟେନିସ ଶିବିର ଅନୁଷ୍ଠିତ
ବାରିପଦା/Dillip mohanty : ମୟୁରଭଞ ଟେନିସ ଏସୋସିଏସନ ଆନୁକୁଲ୍ୟରେ ଗ୍ରୀଷ୍ମକାଳୀନ ଟେନିସ ଶିବିର ଆୟୋଜନ କରାଯାଉଅଛି । ବାରିପଦା କ୍ଲବ ପରିଷରରେ ଅତ୍ୟାଧୁନିକ ସିନ୍ଥେଟିକ ଟେନିସ କୋର୍ଟରେ ଅଭିଜ୍ଞ ପ୍ରଶିକ୍ଷକ ଙ୍କ ଦ୍ୱାରା ପାଞ୍ଚ ବର୍ଷରୁ ଷୋହଳ ବର୍ଷ ପର୍ଯ୍ୟନ୍ତ ବାଳଳ ଓ ବାଳିକା…