୮୮ତମ କୁହୁଡ଼ି ଲବଣ ସତ୍ୟାଗ୍ରହ ସ୍ମାରକୀ ଦିବସ ୨୧ରେ
ଭୁବନେଶ୍ୱର : ଭାରତର ମୁକ୍ତି ସଂଗ୍ରାମରେ ୧୯୩୦ ମସିହାର ଲବଣ ସତ୍ୟାଗ୍ରହ ଏକ ପ୍ରମୁଖ ଘଟଣା । ସାବରମତି ଆଶ୍ରମରୁ ଦାଣ୍ଡି ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀଙ୍କଉକ୍ତ ଯାତ୍ରା ଅନୁସରଣରେ ଭାରତବର୍ଷର ବିଭିନ୍ନ ସ୍ଥାନରେ ଏହି ସତ୍ୟାଗ୍ରହ କରାଯାଇଥିବା ବେଳେ, ଆମ ଓଡ଼ିଶାର କାକଟପୁର ନିର୍ବାଚନ…