କରିବାର ଇଛା ଯଦି ନାହିଁ କରନି, ଯଦି କରୁଛ ପ୍ରହସନ କରନି
ହରଭଙ୍ଗା ବ୍ଲକରେ ଜଳଛତ୍ର ପାଲଟିଛି ପ୍ରହସନ
ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ଖରାଦିନେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ସାଧାରଣ ଜୀବନ ଯାତ୍ରା ମାତ୍ରାଧିକ ଭାବରେ ପ୍ରବାହିତ ହୋଇଥାଏ । ତେଣୁ ଶୋଷିଲା ଯାତ୍ରୀ ଓ ପଥିକ ମାନଙ୍କର ତୃଷ୍ନା ମେଂଟାଇବା…