ତୈଳଦର ବୃଦ୍ଧି ଦିନ ପ୍ରଭାତଙ୍କ ଗିରଫଦାରୀ : କାକତାଳୀୟ ନା କ୍ଷମତା ପଶାପାଲିର ନୂଆ ଚାଲ !
ଭୁବନେଶ୍ୱରରୁ ଚକ୍ରଧର ମାଝି : ପେଟ୍ରୋଲ ଡିଜେଲ ଓ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ନେଇ ରାଜ୍ୟବାସୀ ସନ୍ତୁଳି ହେଉଥିବା ବେଳେ ଏହାକୁ ରାଜନୈତିକ ପ୍ରସଙ୍ଗ ଭାବେ ଗ୍ରହଣ କରି ବିଜେଡି ଦେଇଥିଲା ରାଜ୍ୟବ୍ୟାପୀ ବନ୍ଦ ଡାକରା । କଂଗ୍ରେସ ତରଫରୁ ମଧ୍ୟ ଦୈଳଦର ବୃଦ୍ଧିକୁ ପ୍ରତିବାଦ କରିଆସୁଛି ।…