ମହାନଦୀ କୂଳରେ ୧ ଲକ୍ଷ ୮୦ ହଜାର ଚାରା ରୋପଣ
ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଂଜ ଅନ୍ତର୍ଗତ ରାମଗଡ ମହାନଦୀ କୂଳରେ ଅବସ୍ଥିତ ବାବା କେଦାରେଶ୍ୱର ଶିବ ମନ୍ଦିର ଠାରେ ମଙ୍ଗଳବାର ଦିନ ମହାନଦୀ ଗ୍ରୀନ ମିଶନ ବନବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି । ପ୍ରଥମେ ଏକ ଜନସାଧାରଣଙ୍କ ଉଦେ୍ଧଶ୍ୟରେ ଏକ ସଚେତନତା ସଭା…