ଜିଲ୍ଲାରେ ଅଭିଯୋଗ ଶୁଣାଣୀ ଆରମ୍ଭ ଜୁଲାଇ ୨ ରୁ
ଯାଜପୁର(ଜୟଶଙ୍କର ଦାଶ ) :ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବନ୍ଦ ଥିବା ଜିଲ୍ଲା ଅଭିଯୋଗ ଶୁଣାଣୀ ଜୁଲାଇ ୨ ରୁ ପୁଣି ଖୋଲିବାକୁ ଯାଉଛି । ଜୁଲାଇ ୨ ରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ ଗୃହରେ ମିଳିତ ଅଭିଯୋଗ ଶୁଣାଣୀ, ଜୁଲାଇ ୬ ତାରିଖରେ କଳିଙ୍ଗନଗର, ଅତିରିକ୍ତ ଜିଲ୍ଲାପାଳଙ୍କ…