ଯାଜପୁର : ଧର୍ମଶାଳା ଥାନା ହରିଦାସପୁର ଠାରେ ନିର୍ମାଣ ହେବାକୁ ଥିବା ରାମକୋ ସିମେଣ୍ଟ କାରଖାନାକୁ ନେଇ ପୁଣି ବିବାଦ। କାରଖାନା ପରିସରକୁ ବାଲି ଯାଉଥିବା ସମୟରେ ସ୍ଥାନୀୟ ଗ୍ରାମବାସୀଙ୍କ ବିରୋଧ । ଗ୍ରାମବାସୀ ଓ ଠିକାଦାର ଗୋଷ୍ଠୀ ମଧ୍ୟରେ ମାରପିଟ । ଘଟଣାସ୍ଥଳରେ ଉତ୍ତେଜନା । ବ୍ୟାପକ ପୋଲିସ ମୁତୟନ । ରାଜ୍ୟ By SPNEWS On Jun 28, 2018 0 Share 0 Share FacebookTwitterGoogle+ReddItWhatsAppPinterestEmail