ବିଜେଡିର ଦୋମୁହାଁ ଚରିତ୍ର ସ୍ପଷ୍ଟ ହୋଇଛି: ବିଜେପି
ଭୁବନେଶ୍ୱର: ଚିଟ୍ଫଣ୍ଡ୍ ଘୋଟାଲାରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହେଲା ପରେ ରାଜନୈତିକ ବୟାନବାଜି ଜାରି ରହିଛି । ବିଜେଡି ଏହାକୁ ବିଜେପିର ଚାଲ ଓ ସିବିଆଇ ରାଜନୈତିକ ଉଦ୍ଦେଶ୍ ନେଇ ପ୍ରଭାତଙ୍କୁ ଗିରଫ କରିଛି ବୋଲି କହିଛି ବିଜେଡି । ଏହାର ଜବାବ ରାଜରାସ୍ତାରେ ଦିଆଯିବ ବୋଲି…