ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ପାଇଁ ପ୍ରତିଯୋଗିତା
ଯାଜପୁର(ଜୟଶଙ୍କର ଦାଶ) : ପ୍ରତ୍ୟେକଙ୍କ ମଧ୍ୟରେ କିଛି ନା କିଛି ପ୍ରତିଭା ରହିଚ୍ଥି । ତେବେ ଏହାର ଊନ୍ମେଷ ପାଇଁ ହେଊଥିବା ଊଦ୍ୟମରେ ସାମିଲ ହେଲେ ହିଁ ତାହା ବିକଶିତ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଆହ୍ୱାନ ଦେଇଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ…