ଅକାଳରେ ଝରି ପଡିଥିବା ଜଣେ ଭଲ ମଣିଷର ସ୍ମୃତିରେ………
ନରେଶ ମେମୋରିଆଲ ରକ୍ତ ଦାନ ଶିବିର ରେ ରକ୍ତଦାନ କରି ଶ୍ରଦ୍ଧାଞ୍ଜଳି ଦେଲେ ଶୁଭେଛୁ
ପାଇକମାଲ/ଗୌରାଙ୍ଗ ଦାଶ:- ଗତ ବର୍ଷ ଜୁଲାଇ ମାସ 17 ତାରିଖ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଝାରବନ୍ଧ ବ୍ଲକର ନରେଶ କୁମାର ବାରିକ ନାମକ ଜଣେ ଯୁବକ ର ଅକାଳ ମୃତ୍ୟୁ…